ନୂଆ-ଓ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତା ର ପୁରସ୍କାର ବିତରଣ ଓ ଉଦ୍ଯପନ୍ନ ସମାରୋହ ଆଜି ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଅନୁଷ୍ଟିତ ହୋଇଯାଇଛି।